Tu Nai Nai Karuthibu Song lyrics | Samaya Kheluchhi Chaka Bhaunri

Tu Nai Nai Karuthibu Song lyrics from Odia Movie Samaya Kheluchhi Chaka Bhaunri. Read the full lyrics of the Odia song Tu Nai Nai Karuthibu here.
Lyrics:
ତୁ ନାଇଁ ନାଇଁ କରୁଥିବୁ ଯେତେ
ମୁଁ ଭଲ ପାଉଥିବି ତତେ ସେତେ
ତୋ ମନ ଦେଇ ଯା’ରେ ମୋତେ

ସାଥୀ- ରାଜା ଏ ରାଜା.. ରାଜା ଏ ରାଜା
ତୁ ଯୁଆଡ଼େ ଯାଉଚୁ ଯା...
ଏ ଝୁମୁକା ଲାଗିଲା ତତେ...

ଝୁମୁକା କାନର ଝୁମୁକା ତୁ
ଝୁମୁକା ଛାତିର ଛନକା ତୁ.... ତୁ....
ପର ଏ ଦୁନିଆ ଆପଣା ତୁ
ମୋ ମନ ଚିଠିର ଠିକଣା ତୁ.....

ତୁ ହଜି ହଜି ଯାଉଥବୁ ଯେତେ
ମୁଁ ଖୋଜି ଖୋଜି ପାଉଥୁବି ସେତେ
ତୋ ମନ ଦେଇ ଯାରେ ମତେ... ।୧।

[ପ୍ରେମ ବଜାରେ ମନ ହଜାରେ ଲିଓ ଲିଓ
ମନ ମିଶିଲେ ଭାରି ମଜାରେ ଲିଓ ଲିଓ...
ବାଉଁଶ ପତର ସରୁ କଇଁଆ ପତର ସରୁ
ରାଜା ଭାଇ ତତେ ରାଣୀ କରିନେବ
ନାଇଁ ନାଇଁ କରୁ କରୁ ଲୋ....]

ଝି-ଚାନ୍ଦ ହେଲେ ତୁ ଚାନ୍ଦିନୀ ମୁଁ
ତୋ ବିନା କାହାକୁ ଜାଣିନି ମୁଁ....ମୁଁ
ତୋ ପାଇଁ ସିନ୍ଦୂର ନାଇବି ମୁଁ
ଆହୁରି ସୁନ୍ଦର ଦିଶିବି ମୁଁ....

ପୁ- ତୁ ରୁଷି ରୁଷି ଯାଉଥବୁ ଯେତେ
ମୁଁ ହସି ହସି ମନେଇବି ସେତେ
ଏ ମନ ଦେଇ ଦେଲିରେ ତତେ... ।୨।

Post a Comment

Previous Post Next Post