One of the most romantic odia song "Srabana re Srabana" lyrics. Udit Narayan sang this beautiful song from the album Sei Jhia ti. Released in the year 2009. Music is given to the song by Purna Khuntia.
Srabana re srabana Megha anibu,
Se meghare priya ku Bhijei dabu.
ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ ,
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ
Srabana re srabana Megha anibu,
Se meghare priya ku Bhijei dabu.
ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ ,
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ
Bhijiba ku hae re .. Se bhalapae,
Khusi hela premare Mate bhijae,
Se bhijile mu bhijibi Tu dhekhibu..
ଭିଜିବାକୁ ହାଏ ରେ ..ସେ ଭଲପାଏ
ଖୁସି ହେଲେ ପ୍ରେମରେ ମତେ ଭିଜାଏ ,
ସେ ଭିଜିଲେ ମୁଁ ଭିଜିବି ତୁ ଦେଖିବୁ..
Srabana re srabana Megha anibu,
Se meghare priya ku Bhijei dabu.
ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ ,
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ
Ta akhire tike Khusi dekhibaku,
Kete katha mane Pade bhabibaku.
ତା ଆଖିରେ ଟିକେ ଖୁସି ଦେଖିବାକୁ ,
କେତେ କଥା ମନେ ପଡେ ଭାବିବାକୁ.
Bhari se abujha Bujhe nahin kichhi,
Aji jake taku Parilini bujhi.
ଭିଜିବାକୁ ହାଏ ରେ ..ସେ ଭଲପାଏ
ଖୁସି ହେଲେ ପ୍ରେମରେ ମତେ ଭିଜାଏ
Phagunare phaguna Ranga anibu,
Se rangare Priya ku Rangei dabu
ଫଗୁଣରେ ଫଗୁଣ ରଙ୍ଗ ଆଣିବୁ ,
ସେ ରଙ୍ଗରେ ପ୍ରିୟାକୁ ରଙ୍ଗେଈଦବୁ ..
Phagunare phaguna Ranga anibu,
Se rangare Priya ku Rangei dabu
ଫଗୁଣରେ ଫଗୁଣ ରଙ୍ଗ ଆଣିବୁ ,
ସେ ରଙ୍ଗରେ ପ୍ରିୟାକୁ ରଙ୍ଗେଈଦବୁ .
Ranga khelibaku Se bhalapae.
Ta rangare mate se Rangei die,
Ta akhire ta othare Hasa dekhibu.
ରଙ୍ଗ ଖେଳିବାକୁ ସେ ଭଲପାଏ .
ତା ରଙ୍ଗରେ ମତେ ସେ ରଙ୍ଗେଇଦିଏ ,
ତା ଆଖିରେ ତା ଓଠରେ ହସ ଦେଖିବୁ
Srabana re srabana Megha anibu,
Se meghare priya ku Bhijei dabu.
ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ ,
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ
Asaranti asa Hajare sapana,
Akhitara Nai Akasha sapana.
ଅସରନ୍ତି ଆଶା ହଜାରେ ସପନ ,
ଆଖିଟା ନାଇଁ ଆକାଶ ସପନ
Mana mani thile Se ati nijara,
Mane raga thile Nuhe se kahara.
ମନ ମାନିଥିଲେ ସେ ଅତିନିଜର ,
ମନେ ରାଗଥିଲେ ନୁହେ ସେ କାହାର .
Rajani lo rajani Jahna anibu,
Se jahna ku mo priya Hatare debu.
ରଜନୀଲୋ ରଜନୀ ଜହ୍ନ ଆଣିବୁ ,
ସେ ଜହ୍ନକୁ ମୋ ପ୍ରିୟା ହାତରେ ଦେବୁ
Rajani lo rajani Jahna anibu,
Se jahna ku mo priya Hatare debu.
ରଜନୀଲୋ ରଜନୀ ଜହ୍ନ ଆଣିବୁ ,
ସେ ଜହ୍ନକୁ ମୋ ପ୍ରିୟା ହାତରେ ଦେବୁ
Hate jahna paile Se heba khusi,
Khusi he mate Chanhiba hasi,
Se hasile mu hasibi Tu dekhibu..
ହାତେ ଜହ୍ନ ପାଇଲେ ସେ ହେବ ଖୁସି ,
ଖୁସି ହେଲେ ମତେ ସେ ଚାହିଁବ ହସି ,
ସେ ହସିଲେ ମୁ ହସିବି ତୁ ଦେଖିବୁ
Srabana re srabana Megha anibu,
Se meghare priya ku Bhijei dabu.
ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ ,
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ
Srabana re srabana Megha anibu,
Se meghare priya ku Bhijei dabu.
ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ ,
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ
Bhijiba ku haere Se bhalapae,
Khusi hela premare Mate bhijae,
Se bhijile mu bhijibi Tu dhekhibu.
ଭିଜିବାକୁ ହାଏ ରେ ..ସେ ଭଲପାଏ
ଖୁସି ହେଲେ ପ୍ରେମରେ ମତେ ଭିଜାଏ ,
ସେ ଭିଜିଲେ ମୁଁ ଭିଜିବି ତୁ ଦେଖିବୁ..
Srabana re srabana Megha anibu,
ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ
Hun hun hun hun Hun hun hun,
La la la la La la la,
ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ,
ଲା ଲା ଲା ଲା ଲା ଲା ଲା
Hun hun hun hun Hun hun hun,
La la la la La la la....
ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ,
ଲା ଲା ଲା ଲା ଲା ଲା ଲା
Shrabana Re Shrabana Odia Song Lyrics
Srabana re srabana Megha anibu,
Se meghare priya ku Bhijei dabu.
ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ ,
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ
Srabana re srabana Megha anibu,
Se meghare priya ku Bhijei dabu.
ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ ,
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ
Bhijiba ku hae re .. Se bhalapae,
Khusi hela premare Mate bhijae,
Se bhijile mu bhijibi Tu dhekhibu..
ଭିଜିବାକୁ ହାଏ ରେ ..ସେ ଭଲପାଏ
ଖୁସି ହେଲେ ପ୍ରେମରେ ମତେ ଭିଜାଏ ,
ସେ ଭିଜିଲେ ମୁଁ ଭିଜିବି ତୁ ଦେଖିବୁ..
Srabana re srabana Megha anibu,
Se meghare priya ku Bhijei dabu.
ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ ,
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ
Ta akhire tike Khusi dekhibaku,
Kete katha mane Pade bhabibaku.
ତା ଆଖିରେ ଟିକେ ଖୁସି ଦେଖିବାକୁ ,
କେତେ କଥା ମନେ ପଡେ ଭାବିବାକୁ.
Bhari se abujha Bujhe nahin kichhi,
Aji jake taku Parilini bujhi.
ଭିଜିବାକୁ ହାଏ ରେ ..ସେ ଭଲପାଏ
ଖୁସି ହେଲେ ପ୍ରେମରେ ମତେ ଭିଜାଏ
Phagunare phaguna Ranga anibu,
Se rangare Priya ku Rangei dabu
ଫଗୁଣରେ ଫଗୁଣ ରଙ୍ଗ ଆଣିବୁ ,
ସେ ରଙ୍ଗରେ ପ୍ରିୟାକୁ ରଙ୍ଗେଈଦବୁ ..
Phagunare phaguna Ranga anibu,
Se rangare Priya ku Rangei dabu
ଫଗୁଣରେ ଫଗୁଣ ରଙ୍ଗ ଆଣିବୁ ,
ସେ ରଙ୍ଗରେ ପ୍ରିୟାକୁ ରଙ୍ଗେଈଦବୁ .
Ranga khelibaku Se bhalapae.
Ta rangare mate se Rangei die,
Ta akhire ta othare Hasa dekhibu.
ରଙ୍ଗ ଖେଳିବାକୁ ସେ ଭଲପାଏ .
ତା ରଙ୍ଗରେ ମତେ ସେ ରଙ୍ଗେଇଦିଏ ,
ତା ଆଖିରେ ତା ଓଠରେ ହସ ଦେଖିବୁ
Srabana re srabana Megha anibu,
Se meghare priya ku Bhijei dabu.
ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ ,
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ
Asaranti asa Hajare sapana,
Akhitara Nai Akasha sapana.
ଅସରନ୍ତି ଆଶା ହଜାରେ ସପନ ,
ଆଖିଟା ନାଇଁ ଆକାଶ ସପନ
Mana mani thile Se ati nijara,
Mane raga thile Nuhe se kahara.
ମନ ମାନିଥିଲେ ସେ ଅତିନିଜର ,
ମନେ ରାଗଥିଲେ ନୁହେ ସେ କାହାର .
Rajani lo rajani Jahna anibu,
Se jahna ku mo priya Hatare debu.
ରଜନୀଲୋ ରଜନୀ ଜହ୍ନ ଆଣିବୁ ,
ସେ ଜହ୍ନକୁ ମୋ ପ୍ରିୟା ହାତରେ ଦେବୁ
Rajani lo rajani Jahna anibu,
Se jahna ku mo priya Hatare debu.
ରଜନୀଲୋ ରଜନୀ ଜହ୍ନ ଆଣିବୁ ,
ସେ ଜହ୍ନକୁ ମୋ ପ୍ରିୟା ହାତରେ ଦେବୁ
Hate jahna paile Se heba khusi,
Khusi he mate Chanhiba hasi,
Se hasile mu hasibi Tu dekhibu..
ହାତେ ଜହ୍ନ ପାଇଲେ ସେ ହେବ ଖୁସି ,
ଖୁସି ହେଲେ ମତେ ସେ ଚାହିଁବ ହସି ,
ସେ ହସିଲେ ମୁ ହସିବି ତୁ ଦେଖିବୁ
Srabana re srabana Megha anibu,
Se meghare priya ku Bhijei dabu.
ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ ,
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ
Srabana re srabana Megha anibu,
Se meghare priya ku Bhijei dabu.
ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ ,
ସେ ମେଘରେ ପ୍ରିୟାକୁ ଭିଜେଇ ଦବୁ
Bhijiba ku haere Se bhalapae,
Khusi hela premare Mate bhijae,
Se bhijile mu bhijibi Tu dhekhibu.
ଭିଜିବାକୁ ହାଏ ରେ ..ସେ ଭଲପାଏ
ଖୁସି ହେଲେ ପ୍ରେମରେ ମତେ ଭିଜାଏ ,
ସେ ଭିଜିଲେ ମୁଁ ଭିଜିବି ତୁ ଦେଖିବୁ..
ଶ୍ରାବଣରେ ଶ୍ରାବଣ ମେଘ ଆଣିବୁ
Hun hun hun hun Hun hun hun,
La la la la La la la,
ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ,
ଲା ଲା ଲା ଲା ଲା ଲା ଲା
Hun hun hun hun Hun hun hun,
La la la la La la la....
ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ,
ଲା ଲା ଲା ଲା ଲା ଲା ଲା